କାମୁଡ଼ା
ଦେଖଣା
କାମୁଡ଼ା —
ଉଚ୍ଚାରଣ: Kāmuṟḍ̠ā
ଦେ. ବି. (ଟାଣୁଆ ବସ୍ତୁକୁ ଚୋବାଇବାରେ ହେବା କଡମଡ଼ ଧ୍ଵନ୍ୟନୁକରଣ; କିମ୍ବା ସଂ. କବଳ) —
୧: ଦଂଶନ —୧. Bite.
୨: ଦନ୍ତଦ୍ବାରା କ୍ଷତ କରିବା — ୨. Act of biting; gnawing.
୩: ଚାଳ ପ୍ରଭୃତିକୁ ଦୃଢ କରିବା ପାଇଁ ବ୍ୟବହିତ ଦୃଢବଦ୍ଧ ବତା —୩. Two split bamboos on both sides of a thach-frame, tightly bound to each other by means of a string.
কামড়, কামড়ানি
काटा
୪: ଦନ୍ତକ୍ଷତର ଦାଗ — ୪. The impression left after biting.
୫: ପେଟ ଭିତରେ କାମୁଡ଼ିବା ପରି ୟନ୍ରଣା — ୫. Griping or gnawing pain inside the stomach.
কামড়া
कटहा
কামড়া
काटाहुंआ
ଦେ. ବିଣ —
୧: ଯେ କାମୁଡ଼େ — ୧. Given to biting others; snappish.
ଝଡ଼ାମହୁରେ କଡ଼ି ଖଡ଼ା ରନ୍ଧନ କାମୁଡ଼ା ଘୋଡ଼ା ମୁଖେ ଦେଲି ଚୁମ୍ବନ—ୟଦୁମଣି ଉକ୍ତି
୨: କାମଡ଼ାହୋଇଥିବା; ଦଷ୍ଟ — ୨. Bitten.
(ଯଥା—ବିଲୁଆକାମୁଡ଼ା ଲୋକ)