କାମୁଡ଼ାକାମୁଡ଼ି ହେବା
ଦେଖଣା
କାମୁଡ଼ାକାମୁଡ଼ି ହେବା —
ଉଚ୍ଚାରଣ: Kāmuṟḍ̠ākāmuṟḍ̠i hebā
কামড়াকামড়ি হওয়ান
काटाकाटिहाना
ଦେ. କ୍ରି —
୧: ପରସ୍ପର ଦଂଶନ କରିବା — ୧. To bite each other; to snap at each other.
୨: ପରସ୍ପର ମଧ୍ୟରେ କଳିକଜିଆ କରିବା — ୨. To quarrel amongest one another.