Jump to content

କାମୁଡ଼ିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମୁଡ଼ିଆ
ଉଚ୍ଚାରଣ: Kāmuṟḍ̠iā
(କାମୁଡ଼େଇ—ସ୍ତ୍ରୀ) কামড়া कट्टर

ଦେ. ବିଣ. ପୁଂ —

୧: ଅନ୍ୟକୁ କାମୁଡ଼ିବାରେ ଅଭ୍ୟସ୍ତ (ଜୀବ); କାମୁଡ଼ା —୧. Given to biting others.

୨: (ଲକ୍ଷଣାର୍ଥ) ଯେ ସର୍ବଦା ବିରକ୍ତ ହୁଏ; ଚିଡ଼ଲ୍ — ୨. Churlish; surly.