Jump to content

କାମୁଡ଼ି ଧରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମୁଡ଼ି ଧରିବା
ଉଚ୍ଚାରଣ: Kāmuṟḍ̠i dharibā
কামড়েধরা पकड़ना

ଦେ. କ୍ରି —

୧: ଦାନ୍ତଦ୍ବାରା କାମୁଡ଼ି କାମୁଡ଼ା ସ୍ଥାନକୁ କିଛି ସମୟ ପର୍ଯ୍ୟନ୍ତ ଦାନ୍ତରେ ଧରିବା — ୧. To catch a thing by the teeth after first biting it.

୨: ୟାବୁଡ଼ି କରି ଧରିବା —୨. To hold with a firm grip; to grasp tightly.