Jump to content

କାମୁଡ଼ି ହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମୁଡ଼ି ହେବା
ଉଚ୍ଚାରଣ: Kāmuṟḍ̠i hebā

ଦେ. କ୍ରି —

୧: (ପେଟ) ଶୂଳଦ୍ବାରା ପୀଡ଼ାଗ୍ରସ୍ତ ହେବା — ୧. (the stomach) To be affected by the colic pain.

୨: ଚଦିମର୍କଟି ହେବା; ଖେଙ୍କି ହେବା — ୨. To be churlish; to snarl.