କାମେ ଖବର୍
ଦେଖଣା
କାମେ ଖବର୍ —
ଉଚ୍ଚାରଣ: Kāme khabar
ଦେ. ଅ. (ପରିଶ୍ରମ କଲାବେଳେ ଉଚ୍ଚାରିତ ଜାହାଜିଆଙ୍କ ଧ୍ଵନି) —
କାମପ୍ରତି ମନୋଯୋଗ ଦିଅ — Mind your work.
ତଣ୍ଡେଲ୍—କାମେ ଖବର୍; ଖଲାସି—ଏଁ ୟାଁ ଫକୀରନମୋହନ ଗଳ୍ପସ୍ବଳ୍ପ
କାମେ ଖବର୍ —
ଉଚ୍ଚାରଣ: Kāme khabar
ଦେ. ଅ. (ପରିଶ୍ରମ କଲାବେଳେ ଉଚ୍ଚାରିତ ଜାହାଜିଆଙ୍କ ଧ୍ଵନି) —
କାମପ୍ରତି ମନୋଯୋଗ ଦିଅ — Mind your work.
ତଣ୍ଡେଲ୍—କାମେ ଖବର୍; ଖଲାସି—ଏଁ ୟାଁ ଫକୀରନମୋହନ ଗଳ୍ପସ୍ବଳ୍ପ