କାମୋଡ଼
ଦେଖଣା
କାମୋଡ଼ —
ଉଚ୍ଚାରଣ: Kāmoṟḍ̠a
কামড়
घरनैत
(କାମୋ଼ଡେଈ—ସ୍ତ୍ରୀ)
ଦେ. ବିଣ. ପୁଂ —
୧: ଅଭିଳଷିତ ବସ୍ତୁ ପାଇବା ନିମନ୍ତେ ଉପର୍ୟ୍ଯୁପରି ବିରକ୍ତ କରୁଥିବା — ୧. Teasing; importunate.
୨: କେହି କୌଣସି କଥା କହିବାକୁ ଆସିଲେ ତା ଉପରେ ଚିଡ଼ି ଚିଡ଼ି ହୋଇ ଖେଙ୍କି ହେବା ୟାହାର ଅଭ୍ୟାସ —୨. Surly; snarling at people coming to tell him something.
୩: ଜିଦିବାଜ୍; ଏକଜିଦିଆ —୩. Pertinacious; obstinate.