Jump to content

କାମୋଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମୋଦ
ଉଚ୍ଚାରଣ: Kāmoda

ସଂ. ବି. —

୧: ସଂଙ୍ଗୀତର ରାଗବିଶେଷ — ୧. Name of a musical air or tune.

[ଦ୍ର—ଏହା ସମ୍ପୂର୍ଣ୍ଣ ଜାତିର ଏକ ରାଗ; ଏଥିରେ ଧୈବତ ବାଦୀ ଓ ପଞ୍ଚମ ସଂବାଦୀ ଅଟେ ଏହାର ଗାନସମୟ ରାତିର ପ୍ରଥମାର୍ଦ୍ଧ— ପ୍ରହର କରୁଣ ଓ ହାସ୍ୟ ରସରେ ଏହା ପ୍ରଯୁଜ୍ୟ ଏଥିର ମିଶ୍ରରାଗ ଅଛି ଏହା ଚଉତାଳ; ହି. ଶବ୍ଦସାଗର]

ଦେ. ବି —

ଏକ ପ୍ରକାର ବୃକ୍ଷ —A kind of tree.

କୁନ୍ଦ କାମୋଦ ଜେଉଟ ତରାଟ ପ୍ରାଚୀ. ପ୍ରତାପ ଶଶିଶେଣା