କାମୋପହତ
ଦେଖଣା
କାମୋପହତ —
ଉଚ୍ଚାରଣ: Kāmopahata
ସଂ. ବିଣ. ପୁଂ.—(୩: ୟା ତତ୍;କାମ+ଉପହତ) —
କାମାନ୍ଧ; କାମାତୁର —Lovesick.
ସଂ. ବି. ପୁଂ.—(ବହୁବ୍ରୀହି; କାମ ଉପହତ ହୋଇ ଥିଲା ୟାହା ଦ୍ବାରା)
ଶିବ; ମହାଦେବ —God Ṡiba.
କାମୋପହତ —
ଉଚ୍ଚାରଣ: Kāmopahata
ସଂ. ବିଣ. ପୁଂ.—(୩: ୟା ତତ୍;କାମ+ଉପହତ) —
କାମାନ୍ଧ; କାମାତୁର —Lovesick.
ସଂ. ବି. ପୁଂ.—(ବହୁବ୍ରୀହି; କାମ ଉପହତ ହୋଇ ଥିଲା ୟାହା ଦ୍ବାରା)
ଶିବ; ମହାଦେବ —God Ṡiba.