କାମ୍ପର୍
ଦେଖଣା
କାମ୍ପର୍ —
ଉଚ୍ଚାରଣ: Kāmpar
ପ୍ରାଦେ. (ସମ୍ବଲପୁର) ବି (ସଂ.କାବାର) —
୧: ଶିଉଳି — ୧. Moss.
୨: ସ୍ରୋତହୀନ ଜଳ ଉପରେ ପଡ଼ିବା ମଳ; ନେଳୀ — ୨. Dirt formed on the surface of stagnant water.
କାମ୍ପର୍ —
ଉଚ୍ଚାରଣ: Kāmpar
ପ୍ରାଦେ. (ସମ୍ବଲପୁର) ବି (ସଂ.କାବାର) —
୧: ଶିଉଳି — ୧. Moss.
୨: ସ୍ରୋତହୀନ ଜଳ ଉପରେ ପଡ଼ିବା ମଳ; ନେଳୀ — ୨. Dirt formed on the surface of stagnant water.