ଶବ୍ଦାର୍ଥ:
କାମ୍ପି — ଉଚ୍ଚାରଣ: Kāmpi কৃপণ कंजुस
ଦେ. ବିଣ (ସଂ. କୃପଣ) —
ବ୍ୟୟକୁଣ୍ଠ; କୃପଣ — Miserly; niggardly.