Jump to content

କାମ୍ପିଲ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମ୍ପିଲ୍ୟ
ଉଚ୍ଚାରଣ: Kāmpilya

ସଂ. ବି (କମ୍ପ ଧାତୁ=କମ୍ପିବା+ଇଲ୍ୟ) —

୧: ସୁଗନ୍ଧ ଔଷଧବିଶେଷ — ୧. Name of a perfume used as drug.

୨: ଗୁଳ୍ମବିଶେଷ —୨. Name of a plant (M.W.)

୩: ପ୍ରାଚୀନ ଭାରତର ଦେଶବିଶେଷ — ୩. Name of an ancient country of India.

[ଦ୍ର—ଉତ୍ତର ପଶ୍ଚିମ ପ୍ରଦେଶର ଫରକ୍କାବାଦ ଜିଲ୍ଲାର କାୟମଗଞ୍ଜ ତହସିଲ୍ରେ କମ୍ପିଲ୍ ନାମରେ ଗୋଟିଏ ପ୍ରଗନ୍ନା ଅଛି ଏହି ଠାରେ କମ୍ପିଲ୍ ନାମରେ ଗୋଟିଏ ଗ୍ରାମ ଅଛି ସେଠାରେ କାମ୍ପଲ୍ୟ ରାଜ୍ୟର ରାଜଧାନୀ ଥିଲା; ହି. ଶବ୍ଦସାଗର]