କାମ୍ପ୍ ଖଟ
ଦେଖଣା
କାମ୍ପ୍ ଖଟ —
ଉଚ୍ଚାରଣ: Kāmp khata
ଦେ. ବି—(ଇଂ. କାମ୍ପ୍ ଓ ସଂ. ଖଟ୍ବା) —
ଯେଉଁ ଖଟକୁ ଭାଙ୍ଗି ଦେଲେ ଗୋଚ୍ଛା ହୋଇଯାଏ, ପୁଣି ଯୋଡ଼ି ଦେଲେ ସଜାଡ଼ି ହୁଏ (ଏହା ତମ୍ବୁ ବା ଅସ୍ଥାୟୀବାସ ଉପଲକ୍ଷରେ ସାଙ୍ଗରେ ନେବାକୁ ସୁବିଧାଜନକ ଥିବାରୁ ଏହି ନାମ) — Camp bed-stead; camp-cot.