Jump to content

କାମ୍ବେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମ୍ବେ
ଉଚ୍ଚାରଣ: Kāmbe
ক্যাস্বে कांबे

ଦେ. ବି (ନାମ) —

ଗୁଜରାଟ ପ୍ରଦେଶର ଦକ୍ଷିଣରେ ଓ ଭାରତର ପଶ୍ଚିମ ଉପକୂଳରେ ଥିବା ଉପସାଗର ଓ ବନ୍ଦରବିଶେଷ — Gulf and port of Cambay in the west of India.