Jump to content

କାମ୍ବ୍ରିଜ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମ୍ବ୍ରିଜ୍
ଉଚ୍ଚାରଣ: Kāmbrij
কেস্বিজ कैं ब्रिज

ବୈଦେ ବି. (ନାମ)—ଇଂଲଣ୍ଡର କାଉଣ୍ଟି ଓ ନଗରବିଶେଷ; (ଏଥିରେ ଥିବା ବିଶ୍ବବିଦ୍ୟାଳୟ ଜଗଦ୍ବିଖ୍ୟାତ) — Name of a country and university —town in England.

[ଦ୍ର— ଏ ଶବ୍ଦର ଅର୍ଥ କାମ୍ ନଦୀର ପୋଲ; ଏହି ନଗର 'କାମ୍' ନାମକ କ୍ଷୁଦ୍ର ନଦୀ କୂଳରେ ଅବସ୍ଥିତ]