କାମ୍ଯକବନ
ଦେଖଣା
କାମ୍ୟକବନ —
ଉଚ୍ଚାରଣ: Kāmyakabana
ସଂ. ବି. ନାମ (କାମ୍ୟ+ କ+ ବନ) —
ସରସ୍ବତୀନଦୀତୀରସ୍ଥ ପୁରାଣବର୍ଣ୍ଣିତ ଅରଣ୍ୟ— ବିଶେଷ—(ଦ୍ଯୁତରେ ହାରି ପାଣ୍ଡବମାନେ ବହୁଦିନ ଏଥିରେ ବାସ କରିଥିଲେ ଓ ପରଶୁରାମ ଏହିଠାରେ ତପସ୍ୟା କରି ସିଦ୍ଧିଲାଭ କରିଥିଲେ — A forest near the Saraswatī river in ancient India mentioned in the Mahābhārata where the Pāṇḍaba brothers took up their abode during their sojourn for a considerable period.
[ଦ୍ର—ଏହା ଗୌତମ ଋଷିଙ୍କର ତପୋବନ ଥିଲା]