କାମ୍ଯକର୍ମ
ଦେଖଣା
କାମ୍ୟକର୍ମ —
ଉଚ୍ଚାରଣ: Kāmyakarma
ସଂ. ବି (କର୍ମଧାରୟ; କାମ୍ୟ+ କର୍ମ) —
ଯେଉଁ କାର୍ଯ୍ୟ ବା ଦୈନିକ କର୍ମ କୌଣସି କାମନାସିଦ୍ଧି ପ୍ରତି ଲକ୍ଷ ରଖି ଅନୁଷ୍ଠିତ ହୁଏ — An act done with a view to a certain aim or object being fulfilled; rites or ceremonies performed by a man with a view to future fruition.
ନିଷ୍କାମ କର୍ମକୁଟି କାମ୍ୟକର୍ମ ଊଣା ତା ଜାଣି ତହିଁରେ ନ କର ବୁଦ୍ଧିବଣା—କୃଷ୍ଣସିଂହ. ମହାଭାରତ. ଭୀଷ୍ମ