Jump to content

କାମ୍ଯଫଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମ୍ୟଫଳ
ଉଚ୍ଚାରଣ: Kāmyaphaḻa

ସଂ. ବି. (କାମ୍ୟ+ ଫଳ) —

୧: (କର୍ମଧା) ଅଭିଳାଷିତ ଫଳ; ବାଞ୍ଚିତ ଫଳ; ମନାସିଥିବା ଉଦ୍ଦେଶ୍ୟ —୧. Wished for object or result.

୨: (୬: ଷ୍ଠୀ ତତ୍) କାମ୍ୟକର୍ମର ଫଳ —୨. The result of an act undertaken with a definite object.