କାମ୍ଯମରଣ
ଦେଖଣା
କାମ୍ୟମରଣ —
ଉଚ୍ଚାରଣ: Kāmyamaraṇa
ସଂ. ବି. (୪: ର୍ଥୀ ତତ୍) —
୧: କାମ୍ୟ ଉଦ୍ଦେଶ୍ୟ ସାଧାନ ନିମନ୍ତେ ପ୍ରାଣ— ତ୍ୟାଗ — Death undergone for the accomplishment of a certain object in view.
୨: ଯେଉଁପରି ମରଣ ସମସ୍ତେ କାମନା କରନ୍ତି — ୨. Desirable death.
୩: ସୁଖମୟ ମରଣ; କଷ୍ଟଶୂନ୍ୟ ମରଣ — ୩. Painless death.