Jump to content

କାମ୍ଯମାନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମ୍ୟମାନ
ଉଚ୍ଚାରଣ: Kāmyamāna
(କାମ୍ୟମନା—ସ୍ତ୍ରୀ)

ସଂ. ବିଣ. ପୁଂ. (କାମି ଧାତୁ+କର୍ମ. ମାନ) —

ପ୍ରାର୍ଥ୍ୟମାନ; ୟାହା ପାଇଁ ପ୍ରାର୍ଥନା କରାଯାଏ — Wished for; prayed for.