କାମ୍ଲ
ଦେଖଣା
କାମ୍ଲ —
ଉଚ୍ଚାରଣ: Kāmḻa
ସଂ. ବି. —(କୁ=ଈଷତ୍+ଅମ୍ଲ; କୁ ସ୍ଥାନରେ କା ଆଦେଶ) —
ସାମାନ୍ୟ ଖଟା ସ୍ବାଦ — Slight acid taste.
ସଂ. ବିଣ —
ଖଟାଳିଆ; ସାମାନ୍ୟରେ ଆମ୍ବିଳା — Slighty sour; acidish.
କାମ୍ଲ —
ଉଚ୍ଚାରଣ: Kāmḻa
ସଂ. ବି. —(କୁ=ଈଷତ୍+ଅମ୍ଲ; କୁ ସ୍ଥାନରେ କା ଆଦେଶ) —
ସାମାନ୍ୟ ଖଟା ସ୍ବାଦ — Slight acid taste.
ସଂ. ବିଣ —
ଖଟାଳିଆ; ସାମାନ୍ୟରେ ଆମ୍ବିଳା — Slighty sour; acidish.