କାମ ଆସିବା
ଦେଖଣା
କାମ ଆସିବା —
ଉଚ୍ଚାରଣ: Kāma āsibā
ଦେ. କ୍ରି. —
ଦରକାର ବା ବ୍ୟବହାରରେ ଲାଗିବା — To be of use.
কাজেআসা
कामआना
ଦେ. ବି. —
କୈଣସି କାର୍ଯ୍ୟ ପଇଟିବା ବା ଜାଣିବା — The knowledge of how to do a work.
(ଯଥା—ମତେ କଚିରି କାମ ଆସେ ନାହିଁ)