Jump to content

କାମ ଦେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମ ଦେବା
ଉଚ୍ଚାରଣ: Kāma debā
কাজদেওয়া কামদেনা

ଦେ. କ୍ରିୟା —

୧: କୈଣସି ବ୍ୟକ୍ତିକୁ ଅବଲମ୍ବନ ବା ଜୀବିକା ଯୋଗାଇବା —୧. To give a person any work or service.

୨: ଦରକାରବେଳେ କାର୍ୟ୍ୟରେ ଲାଗିବା — ୨. To be of use when necessary.