Jump to content

କାୟସ୍ଥ

ଉଇକିଅଭିଧାନ‌ରୁ
(କାଯସ୍ଥରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କାୟସ୍ଥ
ଉଚ୍ଚାରଣ: Kayastha
কায়স্থ, কায়েত काएथ
(କୟସ୍ଥା—ସ୍ତ୍ରୀ)

ସଂ. ବି. ପୁଂ. (କାୟ+ସ୍ଥା ଧାତୁ+କର୍ତ୍ତୃ. ଅ) —

୧: ଆତ୍ମା —୧. Soul.

୨: ହିନ୍ଦୁଜାତିବିଶେଷ; ବଙ୍ଗଦେଶର କରଣ ଜାତି — ୨. A respectable Hindu caste in Bengal answering to the Karaṇa caste of Orissa.

୩: କ୍ଷତ୍ରିୟ ପିତା ଓ ବୈଶ୍ୟା ବା ଶୁଦ୍ରାଣୀ ମାତା ଗର୍ଭଜାତ ସନ୍ତାନ —୩. A son born of a Kshatriya father and B&aline;i̱ṡya or Ṡūdra mother.

ସଂ. ବିଣ. (କାୟ+ସ୍ଥା ଧାତୁ+କର୍ତ୍ତୃ. ଅ) —

୧: ଦେହସ୍ଥ — ୧. Situate or existing in the body.

୨: ଶାରୀରିକ —୨. Corporeal; bodily.

[ଦ୍ର—କଲିକତା ହାଇକୋର୍ଟ କେତେଗୁଡ଼ିଏ ନଜୀରଦ୍ବାରା ସିନ୍ଧାନ୍ତ କରିଥିଲେ ଯେ କାୟସ୍ଥମାନେ ଚିତ୍ରଗୁପ୍ତଙ୍କ ବଂଶଧର ଓ କ୍ଷତ୍ରୀୟ ଅ଼ଟନ୍ତି; କିନ୍ତୁ ବଙ୍ଗର କାୟସ୍ଥମାନେ ଉପନୟନ ପରିତ୍ୟାଗ କରି ବର୍ମା ଉପାଧି ପରିବର୍ତ୍ତରେ ଦାସ ଉପାଧି ଗ୍ରହଣ କରି ବ୍ରାତ୍ୟ ହେବାରୁ ଶୂଦ୍ର ହୋଇଅଛନ୍ତି ଏହା ମଧ୍ୟ ଶ୍ୟାମାଚରଣ ସରକାରଙ୍କ ବ୍ୟବସ୍ଥାଦର୍ପଣରେ ପ୍ରତିପାଦିତ ହୋଇଥିଲା କିନ୍ତୁ ସମ୍ପତି ପାଟଣା ହାଇକୋର୍ଟ ନାନା ସ୍ମୃତି, ପୁରାଣ ଓ ଆଧୁନିକ ଓ ପାଶ୍ଚାତ୍ୟ ଲେଖକଙ୍କ ମତମାନ ଆଲୋଚନା କରି ସିନ୍ଧାନ୍ତ କରିଅଛନ୍ତି ଯେ ଭାରତର ସମସ୍ତ ଅଞ୍ଚଳର କାୟସ୍ଥମାନେ ଓ ଉତ୍କଳର କରଣମାନେ କ୍ଷତ୍ରିୟ ଅଟନ୍ତି]