Jump to content

କାଯସ୍ଥା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାୟସ୍ଥା
ଉଚ୍ଚାରଣ: Kāyasthā

ସଂ. ବି. ସ୍ତ୍ରୀ. (କାୟସ୍ଥ+ସ୍ତ୍ରୀ. ଆ) —

୧: କାୟସ୍ଥ ସ୍ତ୍ରୀ — ୧. A kāyastha female.

୨: ହରିତକୀ; ହରିଡ଼ା —୨. Myrobalan.

୩: ଧାର୍ତୀବୃକ୍ଷ; ଅଁଏଳାଗଛ ଓ ଫଳ — ୩. The Emblic Myrobalan.

୪: କାକୋଳୀ — ୪. A febrifuge vegetable substance.

୫: ତୁଳସୀ —୫. The Tulsi plant; the Holy Basil plant.