କାଯିକା ବୃଦ୍ଧି
ଦେଖଣା
କାୟିକା ବୃଦ୍ଧି —
ଉଚ୍ଚାରଣ: Kāyikā buddhi
ସଂ. ବି. (ହିନ୍ଦୁସ୍ମୃ଼ବିଶାସ୍ତ୍ର) —
ଦେଣଦାର ଋଣ କରି ଥିବା ମୂଳଧନର ସୁଧ ମହାଜନକୁ ପରିଶୋଧ କରିବା ପାଇଁ ସ୍ବୟଂ ଖଟି କିମ୍ବା ନିଜର ଗାଈ ବଳଦ ଆଦିଙ୍କୁ ଖଟାଇ ଯେଉଁ ମିହନ୍ତ କରେ; କମିଆର ମିହନ୍ତ —Work rendered to the creditor by the debtor in lieu of interest for money borrowed.
[ଦ୍ର—ହିନ୍ଦୁସ୍ମୃତି ଆନୁସାରେ ଏହାକୁ ୪: ପ୍ରକାର ସୁଧ ମଧ୍ୟରୁ ଏକ ପ୍ରକାର ବୋଲି ଗଣନା କରାଯାଇଅଛି—ହି. ଶବ୍ଦସାଗର]