କାଯୋବ୍ରତ
ଦେଖଣା
କାଯୋବ୍ରତ —
ଉଚ୍ଚାରଣ: kāyobrata
ଗ୍ରା. ବି.—(ପ୍ରାଚୀନ ପଦ୍ୟ) (ସଂ. କାୟ+ବ୍ରାତ) —
ପରାର୍ଥେ ଶରୀରଦାନ ବା କଷ୍ଟଭୋଗ — Self sacrifire for others.
କରି ପାରେ ଯେବେ ପର ଅର୍ଥେ କାଯୋବ୍ରତ ମାଘପୁରାଣ