Jump to content

କାରଖାନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରଖାନା
ଉଚ୍ଚାରଣ: Kārakhānā
কারখানা कारखाना

ବୈଦେ. ବି. (ଫା. କାର୍ଖାନା) —

୧: ଯେଉଁଠାରେ କର୍ମ କରାଯାଏ; କାର୍ଯ୍ୟଶାଳା; କର୍ମଶାଳା; ଶିଳ୍ପଶାଳା — ୧. Factory; manufactory; workshop.

୨: ଆଡ଼ମ୍ବରମ଼ୟ କାର୍ଯ୍ୟ — ୨. A Function; a big affair or concern.

ତୁନି କଥା ମଧ୍ୟରେ କେବେ କେବେ ଭାରି କାରଖାନା ଥାଏ ଫକୀରମୋହନ.ଛମାଣଆଠଗୁଣ୍ଠ