କାରଜ
ଦେଖଣା
କାରଜ —
ଉଚ୍ଚାରଣ: kāraja
কায
कारज
ଗ୍ରା. (ପ୍ରାଚୀନ ପଦ୍ୟ) ବି. (ସଂ.କାର୍ଯ୍ୟ) —
୧: କାର୍ଯ୍ୟ — Act; work; function.
ମନେ କରିବାର ତୁମ୍ଭର କାରଜୁଟି କୃଷ୍ଣସିଂହ.ମହାଭାରତ. ବନ
୨: ବ୍ୟବସାୟିକ କାର୍ଯ୍ୟ —୨. Business.
୩: ବିବାଦ ବ୍ରତାଦି ସାମାଜିକ କାର୍ଯ୍ୟ — ୩. Ceremonial or social function.
୪: ମୃତାହ; ଶୁଦ୍ଧିକ୍ରିୟା —୪. Funeral rites.
୫: ଆବଶ୍ୟକ —୫. Necessity.
ସେ ଦୁହିଙ୍କି ପଡ଼ିଲେ କାରଜ କୃଷ୍ଣସିଂହ. ମହାଭାରତ. ସଭା
ସଂ. ବିଣ. (କରଜ + ଅ) —
ନଖସମ୍ବନ୍ଧୀୟ — Of or relating to the finger nail (M.W.)
ସଂ. ବି —
ଅଳ୍ପବୟସ୍କ ହାତୀ — A young elephant (M.W.)