କାରଣଗୁଣ
ଦେଖଣା
କାରଣଗୁଣ —
ଉଚ୍ଚାରଣ: Kāraṇaguṇa
ସଂ. ବି. (ନ୍ୟାୟ) (୬: ଷଷ୍ଠୀ ତତ୍; କାରଣ+ ଗୁଣ) —
କାରଣର ଗୁଣ —(Logic) The attributes of a cause; an elementary or causal property (M.W.)