Jump to content

କାରଣଶରୀର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରଣଶରୀର
ଉଚ୍ଚାରଣ: Kāraṇaṡarīra

ସଂ. ବି. (ମଧ୍ୟପଦଲୋପୀ; କାରଣରୂପେ ସୃଷ୍ଟି ଶରୀର) —

୧: (ବେଦାନ୍ତ ଦର୍ଶନ) ଆତ୍ମାକୁ ଆବରଣ— କରିଥିବା ଶରୀର; ସୂକ୍ଷ୍ମ —୧. (Vedanta philosophy) The causal frame enclosing the human soul.

[ଦ୍ର—ଏହାର ଅନ୍ୟନାମ ଆନନ୍ଦମୟ କୋଷ; ଏହି ଶରୀର ସୁଷୁପ୍ତି- ଅବସ୍ଥାରେ ଇନ୍ଦ୍ରିୟାଦି ବିଷୟ ବ୍ୟାପାରରୁ ମୁକ୍ତ ଥାଏ ଏବଂ ଏହାକୁ ଅହଙ୍କାରାଦି ସଂସ୍କାର ଆଶ୍ରୟ କରେ ଜ୍ଞାନେନ୍ଦ୍ର]

୨: (ବେଦାନ୍ତ) ପରମାତ୍ନାଙ୍କଠାରେ ନିହିତ ଜୀବାତ୍ମାର ସତ୍ତା; ଅବିଦ୍ୟା —୨. The origional embryo or source of the body existing with the Universal mpersonal spirit and equivalent to Abidyā (equivalent to Māyā) and when investing the impersonal spirit causing it to become the Personal God or Īṡwara. (M.W.)

[ଦ୍ର—ଏହା ପରମାତ୍ମାଙ୍କଠାରେ ପ୍ରକାଶ ହେଲେ ମାୟାରୂପରେ ଈଶ୍ବରବତାର ଗ୍ରହଣ କରେ]