Jump to content

କାରଣା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରଣା
ଉଚ୍ଚାରଣ: Kāraṇā

ସଂ. ବି. ସ୍ତ୍ରୀ. (କାରି ଧାତୁ+ ଭାବ. ଅନ+ସ୍ତ୍ରୀ. ଆ) —

୧: ତୀବ୍ର ବେଦନା; ଗାଢ଼ ବେଦନା — ୧. Anguish; pang.

୨: ନରକର ଅଂଶବିଶେଷ —୨. A part of hell.