କାରଣୋତ୍ତର
ଦେଖଣା
କାରଣୋତ୍ତର —
ଉଚ୍ଚାରଣ: Kāraṇottara
ସଂ. ବି. (ମଧ୍ୟପଦଲୋପୀ; କାରଣ ପ୍ରଦର୍ଶିତ ଉତ୍ତର; କିମ୍ବା ଦ୍ବନ୍ଦ. କାରଣ ଓ ଉତ୍ତର) —
(ହିନ୍ଦୁସ୍ମୁତି) ମକଦ୍ଦମାର ଦାବୀ କରାଯାଇଥିବା ଅଭିଯୋଗର ଉତ୍ତର; ମକଦମାର କାରଣାଭାବ ଘଟିଅଛି ବୋଲି ପ୍ରତିବାଦୀଙ୍କର ଜବାବ୍; (ଯଥା—ପ୍ରତିବାଦୀ ବାଦୀଠାରୁ ଟଙ୍କା ଋଣ କରି ଥିଲା ସତ୍ୟ, କିନ୍ତୁ ତାହା ପରିଶୋଧ କରି ଦେଇଅଛି) — (Hindu law) Answer to a charge; denial of the cause of complaint e.g. acknowledgement that a debt was incurred but assertion that it has been repaid (M.W.)