କାରଣ୍ଡବ
ଦେଖଣା
କାରଣ୍ଡବ —
ଉଚ୍ଚାରଣ: Kāraṇḍaba
ସଂ. ବି. (କ=ଜଳ+ଋ=ଗମନ କରିବା+କର୍ତ୍ତୃ. ଅଣ୍ଡୂ+ସ୍ବାର୍ଥେ. ଅ) —
କାରଣ୍ଡ; ଏକ ପ୍ରକାର ହଂସ — A kind of duck.
କାରଣ୍ଡବ —
ଉଚ୍ଚାରଣ: Kāraṇḍaba
ସଂ. ବି. (କ=ଜଳ+ଋ=ଗମନ କରିବା+କର୍ତ୍ତୃ. ଅଣ୍ଡୂ+ସ୍ବାର୍ଥେ. ଅ) —
କାରଣ୍ଡ; ଏକ ପ୍ରକାର ହଂସ — A kind of duck.