Jump to content

କାରଣ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରଣ କରିବା
ଉଚ୍ଚାରଣ: Kāraṇa karibā
কারণকরা कारणकरना

(ପ୍ରାଚୀନ ପଦ୍ୟ) —

୧: କ୍ଷମା କରିବା; ମାର୍ଜନା କରିବା — ୧. To forgive; to excuse.

ଦ୍ରୋହ କରି ତୋଠାରେ କାରଣ କର ମୋତେ ପୀତାମ୍ବର, ନୃସିଂହପୁରାଣ

୨: ମୁକ୍ତି ପ୍ରଦାନ କରିବା; ମୋକ୍ଷ କରିବା — ୨. To emancipate; to deliver.