କାରଣ କାର୍ଶ୍ଯ
ଦେଖଣା
କାରଣ କାର୍ଶ୍ୟ —
ଉଚ୍ଚାରଣ: Kāraṇa kārṡya
ସଂ. ବି. (ଷଷ୍ଠୀ ତତ୍ କାରଣ+ କାର୍ଶ୍ୟ) —
୧: ଉପକରଣ ବା ସାଧନର କୃଶତା — ୧. Deficiency of materials.
୨: ବ୍ୟୟସଙ୍କୋଚ —୨. Thrift.
୩: କାରଣର ଦୁର୍ବଳତା —୩. Weakness of a cause.
କାରଣ କାର୍ଶ୍ୟ —
ଉଚ୍ଚାରଣ: Kāraṇa kārṡya
ସଂ. ବି. (ଷଷ୍ଠୀ ତତ୍ କାରଣ+ କାର୍ଶ୍ୟ) —
୧: ଉପକରଣ ବା ସାଧନର କୃଶତା — ୧. Deficiency of materials.
୨: ବ୍ୟୟସଙ୍କୋଚ —୨. Thrift.
୩: କାରଣର ଦୁର୍ବଳତା —୩. Weakness of a cause.