କାରନ୍ଧମୀ
ଦେଖଣା
କାରନ୍ଧମୀ —
ଉଚ୍ଚାରଣ: Kārandhamī
ସଂ. ବି. (କାରମ୍=କାର୍ୟ୍ୟକୁ+ଧା ଧାତୁ=ଅଗ୍ନି ସଂଯୋଗ କରିବା+ଇନ୍; ୧: ମା. ୧: ବ) —
୧: କାଂସ୍ୟକାର; କଂସାରୀ — ୧. Bell-metal manufacturer; brazier.
୨: ବାଣିଜ୍ୟ ବିଦ୍ୟା ପଣ୍ଡିତ — ୨. A mineralogist (Apte).