କାରବର
ଦେଖଣା
କାରବର —
ଉଚ୍ଚାରଣ: Kārabara
ସଂ. ବି —
ନିଷାଦ ପିତା ଓ ବୈଦେହୀ ମାତାଠାରୁ ଉତ୍ପନ୍ନ ନୀଚ ଚମଡ଼ା ବ୍ୟବସାୟୀ ଜାତି; ମୋଚି ଜାତି; ନୀଚ ସଙ୍କର ଜାତିବିଶେଷ (ମନୁ ୧/୩: ) — A man of a mixed and low caste born from a Nishāda-father and B&aline;i̱dehī mother, working in leather and hides (M.W.)