କାରବାରି
ଦେଖଣା
କାରବାରି —
ଉଚ୍ଚାରଣ: Kārabāri
কারবারি
कारबारी
ବୈଦେ. ବିଣ. (ଫା) —
୧: ବ୍ୟବସାୟରେ ନିପୁଣ — ୧. Expert in carrying on business.
୨: ବ୍ୟବସାୟ—ନିଯୁକ୍ତି — ୨. Engaged in business.
୩: ବ୍ୟବସାୟସମ୍ବନ୍ଧୀୟ — ୩. Pertaining to business.
୪: ବାଣିଜ୍ୟସମ୍ବନ୍ଧୀୟ —୪. Commercial.
ଦେ. ବି —
୧: ବଣିକ; ବ୍ୟବସାୟ —୧. Trader.
୨: ବିଷୟ କର୍ମ କରିବା ବ୍ୟକ୍ତି; ମେନେଜର୍ — ୨. Business-man man of business; manager.
୩: ପ୍ରଭୁଙ୍କ ନିମନ୍ତେ କାରବାର ଚଳାଇବା ବ୍ୟ୍ୟକ୍ତି; ଗୁମାସ୍ତା — ୩. Agent; gomasta; superintendent.
୪: କର୍ତ୍ତାଙ୍କର ପ୍ରତିନିଧି — ୪. Representative of a principal.
୫: ଗୃହର ସମସ୍ତ ମାମଲତ ବୁଝିବା ବ୍ୟକ୍ତି; ମାମଲତାକାର — ୫. One who looks into the management of a family.