Jump to content

କାରବାର କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରବାର କରିବା
ଉଚ୍ଚାରଣ: Kārabāra karibā
কারবারকরা कारबारकरना

ଦେ. କ୍ରି —

୧: ବ୍ୟବସାୟ କରିବା — ୧. To engage in trade or business.

୨: ବ୍ୟବହାର କରିବା —୨. To use.