କାରବୀ
ଦେଖଣା
କାରବୀ —
ଉଚ୍ଚାରଣ: Kārabī
ସଂ. ବି. (କ=ଜଳ+ଆ+ରୁ ଧାତୁ=ଗମନ କରିବା+ ସଂଜ୍ଞାର୍ଥେ. ଅ+ସ୍ତ୍ରୀ. ଈ) —
୧: ହିଙ୍ଗୁପର୍ଣ୍ଣୀ — ୧. The Asafoetida plant or its leaf (M.W.)
୨: ମଯୁରଶିଖା; ରୁଦ୍ରଜଟାଗୁଳ୍ମ — ୨. A plant; Celosia Crestata (M.W.)
୩: ସଉପ — ୩. A kind of anise; Anethum Sowa.
୪: କଳାଜୀରା —୪. Nigella Indica.
୫: ଲାଉ ପରି ଏକପ୍ରକାର ଫଳ — ୫. A small kind of gourd (M.W.)
୬: ଛୋଟ କଲରା (ପ୍ରକୃତିବାଦ) — ୬. A small variety of Memordica Charantia.