Jump to content

କାରୟିଷ୍ଣୁ

ଉଇକିଅଭିଧାନ‌ରୁ
(କାରଯିଷ୍ଣୁରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କାରୟିଷ୍ଣୁ
ଉଚ୍ଚାରଣ: Kārayishṇu

ସଂ. ବି. ପୁଂ ଓ ସ୍ତ୍ରୀ. (କୃ ଧାତୁ ଣିଜନ୍ତ କାରି ଧାତୁ+ ଇଷ୍ଣୁ) —

ଅନ୍ୟକୁ କର୍ମ କରାଇବା ବାଲା; ଅନ୍ୟଦ୍ବାରା କର୍ମ କରାଇବା (ବ୍ୟକ୍ତି) — Causing another to do a work.