କାରାଦଣ୍ଡ
ଦେଖଣା
କାରାଦଣ୍ଡ —
ଉଚ୍ଚାରଣ: kārādaṇḍa
ସଂ. ବି. (ରୂପକ କର୍ମଧା; କାରା+ ଦଣ୍ଡ) —
କାରାଗୃହରେ ରୁଦ୍ଧ ହେବାରୂପ ଦଣ୍ଡ —Sentence of imprisonment or confinement in a prison.
[ଦ୍ର—ଏହା ତିନି ପ୍ରକାର; ଯଥା—୧: ସଶ୍ରମ କାରାଦଣ୍ଡ — Rigorous imprisonment.୨: ଅଶ୍ରମ କାରାଦଣ୍ଡ —
Simple imprisonment. ୩: ନିର୍ଜନ କାରାଦଣ୍ଡ —Solitary imprisonment.]