କାରାରକ୍ଷକ
ଦେଖଣା
କାରାରକ୍ଷକ —
ଉଚ୍ଚାରଣ: Kārārashaka
(କାରାରକ୍ଷିକା—ସ୍ତ୍ରୀ)
ସଂ. ବି. ପୁଂ.—(୬: ଷଷ୍ଠୀ ତତ୍; କାରା+ରକ୍ଷକ) —
କାରା— ବଦ୍ଧ ବ୍ୟକ୍ତିମାନଙ୍କର ଜଗୁଆଳି — Warder.
କାରାରକ୍ଷକ —
ଉଚ୍ଚାରଣ: Kārārashaka
(କାରାରକ୍ଷିକା—ସ୍ତ୍ରୀ)
ସଂ. ବି. ପୁଂ.—(୬: ଷଷ୍ଠୀ ତତ୍; କାରା+ରକ୍ଷକ) —
କାରା— ବଦ୍ଧ ବ୍ୟକ୍ତିମାନଙ୍କର ଜଗୁଆଳି — Warder.