କାରିକର
ଦେଖଣା
କାରିକର —
ଉଚ୍ଚାରଣ: Kārikara
কারীকর
कारीगर
ସଂ. ବି.—(କାରି=ଶିଳ୍ପ+ କୃ ଧାତୁ+ କର୍ତ୍ତୃ. ଅ; ଢୁଳ—ଫା କାରୀଗର୍) —
ଶିଳ୍ପୀ —A mechanic; artisan; artist.
ସଂ. ବିଣ. —
୧: ଶିଳ୍ପଚତୁର; ଶିଳ୍ପରେ ପାରଙ୍ଗମ ବା ନିପୁଣ —୧. EXpert in art.
୨: କାରୁକାର୍ୟ୍ୟରେ କୁଶଳ —୨. Artistic.