Jump to content

କାରିଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରିଣୀ
ଉଚ୍ଚାରଣ: Kāriṇī
(କାରୀ—ପୁଂ)

ସଂ. ବିଣ. ସ୍ତ୍ରୀ. (କୃ ଧାତୁ+ କର୍ତ୍ତୃ. ଇନ୍+ ଈ; ଏ ପଦ ଅନ୍ୟ ଶବ୍ଦ ଶେଷରେ ପ୍ରଯୁକ୍ତ ହୁଏ) —

ଅମୁକ କାର୍ଯ୍ୟ କରିଥିବା (ସ୍ତ୍ରୀ) —(female) Doer of a work.

ଦେ. (ପ୍ରାଚୀନ ପଦ୍ୟ) ବିଣ. ପୁଂ —

ସ୍ରଷ୍ଟା; ରଚୟିତା — Maker; creator.

ଅବର ବିଶେଷେ ହେବ ଜଗତକାରିଣୀ ବିଷ୍ଣୁକେଶରୀପୁରାଣ

ଦେ. ବିଣ. ସ୍ତ୍ରୀ —

ରଚୟିତ୍ରୀ; ସୃଷ୍ଟିକର୍ତ୍ତ୍ରୀ — Creating; composing (female)

ସେ ଦେବୀ ସର୍ବଜ୍ଞା ଅଟେ ମନ୍ତ୍ରର କାରିଣୀ ବିଷ୍ଣୁକେଶରୀପୁରାଣ

ଦେ. ବି —

କର୍ତ୍ତା; ମାଲିକ —Lord; master.