କାରିତ
ଦେଖଣା
କାରିତ —
ଉଚ୍ଚାରଣ: kārita
ସଂ. ବିଣ. (କୃ ଧାତୁ ଣିଚ୍ କାରି ଧାତୁ=କରାଇବା+ କର୍ମ. ତ) —
କରାଯାଇଥିବା; ୟାହାକୁ କୈଣସି ବ୍ୟକ୍ତି ଅନ୍ୟ କାହାରି ଦ୍ବାରା କରାଯାଇଥାଏ —Caused to be done.