କାରିତା
ଦେଖଣା
କାରିତା —
ଉଚ୍ଚାରଣ: Kāritā
ସଂ. ବି. (ପଦ) (କାରିନ୍+ ତା; ଅନ୍ୟ ଶବ୍ଦ ପରେ ଲାଗେ; ଯଥା— ଆଜ୍ଞାକାରିତା, (ଉପକାରିତା) —
କରିବା ବ୍ୟକ୍ତିର ଗୁଣ ବା ଭାବ —A suffixx denoting the state of being a doer of.