Jump to content

କାରୀର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରୀର
ଉଚ୍ଚାରଣ: kārīra

ସଂ. ବି. (କରୀର+ ସମ୍ବନ୍ଧାର୍ଥେ. ଅ) —

ବାଉଁଶଗଜା ସମ୍ବନ୍ଧୀୟ — Relating to bamboo shoots.