Jump to content

କାରୁଣସିନ୍ଧୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରୁଣସିନ୍ଧୁ
ଉଚ୍ଚାରଣ: kāruṇasindhu

ଦେ. ବି —

(ସଂ. କାରଣସିନ୍ଧୁ= ପ୍ରଳୟାବ୍ଧି) ପାତାଳରେ ଥିବା ସମୁଦ୍ର —Name of a legendary sea in the nether regions.

କାରୁଣସିନ୍ଧୁ ତାର ନାମ—ପ୍ରାଚୀ ନିର୍ଗୁଣମାହାତ୍ମ୍ୟ